Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୫୬

ଜୀବନ ଗୀତା-୩୫୬

1 min
137



ଜୀବନ ବଦଳେ

ଋତୁ ବି ବଦଳେ

ବଦଳେ ସମୟ

ସଂପର୍କ ବଦଳେ ॥୦॥

ଫଗୁଣର ପୁଲକ

ନଥାଏ ବୈଶାଖେ

ମିଳନର ମହକ

ନଥାଏ ବିଚ୍ଛେଦେ

ମିଳନ ପରେ ବିଚ୍ଛେଦ

ବିଚ୍ଛେଦ ପରେ ମିଳନ

ଜୀବନର ସତ

ଏତ କାଳେକାଳେ ॥୧॥

ପରାଜୟ ମାନେନା

ପ୍ରେମରେ ମଣିଷ

ସଂଦେହର ବଳୟ

ବାହାରେ ବିଶ୍ୱାସ

ସଂସାରର ସତ

ଏତ ସଦାକାଳେ ॥୨॥


Rate this content
Log in