Audio

Forum

Read

Contests

Language


Write

Sign in
Wohoo!,
Dear user,
ଛିଣ୍ଡାଗଣ୍ଡ
ଛିଣ୍ଡାଗଣ୍ଡ
★★★★★

© Prasanta Bhunya

Inspirational

1 Minutes   6.9K    5


Content Ranking

 ମନ୍ଦିର ଲୋଟୁଛି, ଗୀରିଜା ତୁଟୁଛି

ଜଳୁଅଛି ମସ୍ଜିଦ

କୋରାନ୍ ଅବୁଝା ବାଇବେଲ୍ ତୁଚ୍ଛା

ଗୀତା ହୋଇଛି ଅଭେଦ;

ଧରମ ବେପାର କରମ ବିକାର

କର୍ତ୍ତା ଏବେ ଅଣାବଣା

ଈଶ୍ୱର ଚକିତ ବ୍ରହ୍ମ ଅପହୃତ

ଶୂନ୍ୟ ଏଠି ଅକଳଣା||

-ପ୍ରଭୂ

ଛିଣ୍ଡାଗଣ୍ଡ ଈଶ୍ୱର ଗୀତା

Rate the content


Originality
Flow
Language
Cover design

Comments

Post


Some text some message..