Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଇନାରେ ମୁହଁ...
ଆଇନାରେ ମୁହଁ...
★★★★★

© Hrushikesh Satpathy

Inspirational

1 Minutes   7.0K    3


Content Ranking

ଆଇନାରେ ମୁହଁ ଖୋଜୁଛ କାହିଁକି

ମୁହଁ ମାପିବାକୁ ହୃଦୟ ଅଛି ।

ଆକାଶରେ ଜହ୍ନ ତୋଳୁଛ କି ପାଇଁ

ଚେହେରାରେ ତୁମ ଜହ୍ନ ଲୁଚିଛିି ।

ଛାଇ କି ଅନାଇ ଡରୁଛ କାହିଁକି

ଛାଇରେ ତୁୁୁମରି ସ୍ମୃତି ରହିଛି ।

ଅନ୍ଧାର ହୋଇ ଵି ନୁହେଁ ସେ ନିଷ୍ଠୁର

ଆଶାର ଆଲୋକ ହାତ ଠାରୁଛି ।

ଆଇନା ହୃଦୟ ଜହ୍ନ ଚେହେରା

Rate the content


Originality
Flow
Language
Cover design

Comments

Post


Some text some message..