Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

2  

Hrushikesh Satpathy

Inspirational

ଆଇନାରେ ମୁହଁ...

ଆଇନାରେ ମୁହଁ...

1 min
7.0K


ଆଇନାରେ ମୁହଁ ଖୋଜୁଛ କାହିଁକି

ମୁହଁ ମାପିବାକୁ ହୃଦୟ ଅଛି ।

ଆକାଶରେ ଜହ୍ନ ତୋଳୁଛ କି ପାଇଁ

ଚେହେରାରେ ତୁମ ଜହ୍ନ ଲୁଚିଛିି ।

ଛାଇ କି ଅନାଇ ଡରୁଛ କାହିଁକି

ଛାଇରେ ତୁୁୁମରି ସ୍ମୃତି ରହିଛି ।

ଅନ୍ଧାର ହୋଇ ଵି ନୁହେଁ ସେ ନିଷ୍ଠୁର

ଆଶାର ଆଲୋକ ହାତ ଠାରୁଛି ।


Rate this content
Log in

Similar oriya poem from Inspirational