ଭଉଣୀକୁ ଦୁଇ ପଦ
ଭଉଣୀକୁ ଦୁଇ ପଦ
1 min
6.9K
ଯେଉଁ ରାଖି ମୋତେ ପିନ୍ଧାଇ ଦେଇଛୁ
ରାଖି ନୁହେଁ ମୋର ଆଖି
ସେ ଆଖି ବଳରେ ମମତା ଦୃଷ୍ଟିରେ
ସଭିଙ୍କୁ ପାରୁଛି ଦେଖି
ତୋର ସେହି ରାଖି ରହିଅଛି ଲାଖି
ମୋର ହୃଦୟ ଭିତରେ
କି ଲୋଡା ମୋହର ରେଶମୀର ଡୋର
ବାନ୍ଧିବୁ ପ୍ରତି ବର୍ଷରେ?