କୁମୁଦିନି
କୁମୁଦିନି
1 min
1.2K
ସଂଳାପ-୮୫*
କୁମୁଦିନି
ଭୁଲ କେଉଁଠି ? ବୁଝି ପାରେନା,
କଣ ? ପାଇଁ ଭଲପାଇବା ଭିତରେ,
ବିଚ୍ଛେଦ ଓ ବିରହ,
ଦୁରେଥାଇ ,କୁମୁଦିନି ଖୋଜେ,
ବର୍ଷା ଭିଜା ରାତିରେ,
ମେଘ ଉହାଡରେ ଲୁଚିଥିବା
ଅଭିମାନୀ ଜହ୍ନକୁ------!
©®କାଶ୍ୟପ,ରାୟଗଡା ।