Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Inspirational

3  

Jagabandhu Sahu

Inspirational

ଏଇ ମୋର ପରିବାର

ଏଇ ମୋର ପରିବାର

1 min
475


ବାପା ମୋର ଅଟନ୍ତି ପରମେଶ୍ବର

   ମାଆ ଦେବୀ ଠାକୁରାଣୀ

କାହ୍ନୁ ଜଗବନ୍ଧୁ ଦୁଇ ଭାଇ ଆମେ

    ଭଉଣୀ ସୁଭଦ୍ରା ରାଣୀ


ଛୋଟ ପରିବାର ଅଟେ ଆମ ବନ୍ଧୁ

    ହୃଦେ ଭରା ସ୍ନେହ ପ୍ରେମ

ସୁଖରେ ଦୁଃଖରେ ଥାଉ ପାଖା ପାଖି

    ଥିଲେ ଥାଉ ଯେତେ କାମ


ପାଞ୍ଚ ଜଣଙ୍କର ଗୋଟିଏ ଯେ ମନ

    ଦେହ ଖାଲି ଭିନ୍ନ ଭିନ୍ନ

ସବୁ ଜନମରେ ଏଇ ପରିବାରେ

    ହେଉଥାଉ ମୋର ଜନ୍ମ


ଜଗତର ନାଥ ଜଗନ୍ନାଥ ପାଖେ

     ଏତିକି ଗୁହାରି ମୋର

ସୁଖ ଶାନ୍ତିରେ ଯେ ଭରି ରହୁ ସଦା

    ଏଇ ମୋର ପରିବାର



Rate this content
Log in

Similar oriya poem from Inspirational