Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବାଛ୍ୱଲ୍ୟ ଢାଳୁଛି ମମତା (କାଶ୍ୟପ)
ବାଛ୍ୱଲ୍ୟ ଢାଳୁଛି ମମତା (କାଶ୍ୟପ)
★★★★★

© Ram Prasad Bisoi

Others

1 Minutes   6.9K    3


Content Ranking

ବାଛ୍ୱଲ୍ୟ ଢାଳୁଛି ମମତା (କାଶ୍ୟପ)

କ୍ଷୁଧା ରେ ବିକଳ ଜୀବନ ରୌଦ୍ର ଗ୍ରୀଷ୍ମ ସଦାଉଛି ଦାଉ ତରୁ ଡାଳେ ବସା ବାନ୍ଧି ଥିବା ମା ପକ୍ଷୀର ଅତୁରତା ଶାବକ ଟି ତାର ଭୋକିଲା ଅନ୍ଵେଷିତ ବାପା ପକ୍ଷୀର ନାହିଁ ଦେଖା, ଆକାଶରେ ଚିଲ ଶାଗୁଣା ତରୁ ମୁଳେ କେତେ ଯେ ଭକ୍ଷକ ବସିଛନ୍ତି ଜଗି କରିବାକୁ ତା ଶାବକକୁ ମଧ୍ୟାହ୍ନ ଭୋଜନ, ବଛାଲ୍ୟ ମମତା ଆଉ ଜୀବନ ର ସଂଘର୍ଷ , ହାରିବି ଜିତିଛି ବଛାଲ୍ୟ ପ୍ରେମ, ଫେରିଛି ମା ନେଇ ତା ଶାବକ ପାଇଁ ଆହାର, ସୁରକ୍ଷିତ ଦେଖି ତା ଶାବକ କୁ ବଛ୍ୱଳୟତା ତାରି କହୁଛି ରୌଦ୍ର ଗ୍ରୀଷ୍ମକୁ ଜାଳିବୁ ଯେତେ ଜାଳିବୁ ଜଳା ବର୍ଷାରାଣୀ ତ ଆସୁ ମୋ ଶାବକ ଆକାଶ ଚିରି ଲେଖିବ ତା ଛାତିରେ ନୂଆ ଇତିହାସ -------------! ମା ମନ ର ""ବାଛଲ୍ୟତା ଢାଳୁଛି ମମତା"" ମନେ ତଖ୍ ତୁ ବିଧତା ।

ରାମ ପ୍ରସାଦ ବିଶୋଇ । ରାୟଗଡ଼ା । ସମୟ-ରାତ୍ର-୯-୩୨ ତା-୧୩-୦୫-୧୬

ବାଛ୍ୱଲ୍ୟ ଢାଳୁଛି ମମତା (କାଶ୍ୟପ)

Rate the content


Originality
Flow
Language
Cover design

Comments

Post

Some text some message..