Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ହେ ମଣିମା ମୋର

ହେ ମଣିମା ମୋର

1 min
6.7K


ମହାଲକ୍ଷ୍ମୀ କହୁଛନ୍ତି
ନନ୍ଦିଘୋଷକୁ ହେ ମଣିମା ମୋର
ନଅଦିନ ଯାଇଥିଲ ମତେ ଏକାକରି
ଭାଇ ଭଉଣୀ ତିନଜଣ
ନଅଦିନ ଲାଗେ ନଅଯୁଗପରି
ବାହୁଡ଼ିଆସିବେ ମଣିମୋର
ଦେଖିଦେଲେ ସୁନ୍ଦର ନୟନ
ଭୁଲି ଯାଏସବୁ ରାଗଅଭିମାନ......
ପ୍ରମିଳା ସାହୁ


Rate this content
Log in