Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Others

3  

Raja Sekhar CH V

Others

ମତାଧ‌ିକାର ର ମହତ୍ତ୍ୱ

ମତାଧ‌ିକାର ର ମହତ୍ତ୍ୱ

1 min
149



ପ୍ରଜାତନ୍ତ୍ର ରେ ଅଛି ସଦା ବିଦ୍ୟମାନ ମତାଧ‌ିକାର ର ମହତ୍ତ୍ୱ,

ଏହି ପ୍ରାଥମିକ ପ୍ରଭୁତ୍ୱର ସମୁଚିତ ସମୟୋଚିତ ବ୍ୟବହାର ପାଇଁ ଦରକାର ମହତ୍ତ୍ୱ |୧|


ମତ ହେତୁ ମତଦାତା ପାଖକୁ ଆସିବେ ବିଭିନ୍ନ ନିର୍ବାଚନ ପ୍ରାର୍ଥୀ,

ଘୋଷଣା ପତ୍ର ଦେଇ ମତଦାତା ପାଖେର ହୋଇ ଯାଆନ୍ତି ପରୀକ୍ଷାର୍ଥୀ |୨|


କିଛି ଉମିଦ୍ୱାର ଚେଷ୍ଟା କରିବେ ଦେବାକୁ ଉତ୍କୋଚ,

ଏହି କ୍ଷଣସ୍ଥାୟୀ ପ୍ରଲୋଭନ ହେଉଛି ନୈତିକ ଦୃଷ୍ଟି ରୁ ନିକୃଷ୍ଟ ନୀଚ |୩|


କେତେ ଯେ ଜାଣିବାକୁ ଶୁଣିବାକୁ ମିଳିବ ଭୀଷ୍ମ ପ୍ରତିଜ୍ଞା,

ପ୍ରତିଶ୍ରୁତି ପୂରଣ ଲାଗି ପ୍ରତି ଅଞ୍ଚଳ ରେ ଐକ୍ୟ ଏକମତ ହେବାକୁ ପଡିବ ମତଦାତାଙ୍କ ପ୍ରଜ୍ଞା |୪|


ଯଦି ପୂର୍ତ୍ତି ହୋଇନି ରାଜନୈତିକ ବିଜ୍ଞପ୍ତି,

ଅନୁପଯୋଗୀ ଆବେଦନକାରୀ ପ୍ରତି ରଖିବାର ନାହିଁ ଆସକ୍ତି |୫|


ପ୍ରଜା ପ୍ରତିନିଧି କୁ ପ୍ରଶ୍ନ ପଚାରିବାର ଅଛି ଅଗ୍ରାଧିକାର,

ମତଦାତା କୁ ନିଜ ମାନସ ରେ ରଖିବାର ର ଅଛି ଏହି ସ୍ୱାଧିକାର |୬|


Rate this content
Log in