ତୁ..
ତୁ..
1 min
1.2K
ମୁଁ ପଣ ଆଜି
ଭୁଲିଗଲିଣି
ଆମେ ପଣ ଆଜି
ଶିଖିଗଲିଣି..
ତୁ ଦେଇଥିବା ଲୁହରେ..।
ହଁ..!
ସେ ଲୁହ ତ ଶିଖାଇଛି
ବେଶ କିଛି
ଯାହା ବୋଧେ
ମୁଁ ଶିଖିପାରିନଥାନ୍ତି
କଉ ଗୋଟେ
ବୃହତ ବିଶ୍ୱବିଦ୍ୟାଳୟରେ...।