Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Abstract Fantasy

2  

Tapan Dixit

Abstract Fantasy

ହୁଏ ତ ! ଫେରିବ ତୁମେ

ହୁଏ ତ ! ଫେରିବ ତୁମେ

1 min
6.7K


ଯଉବନ ବଇଶାଖୀ ବହିଗଲା ପରେ 

ହୁଏ ତ ! ଫେରିବ ତୁମେ 

ଜୁଡୁବୁଡୁ ଜରା ଦେହେ 

ଆଷାଢର ପହିଲି ବର୍ଷାରେ, 

ଥୁରୁ ଥୁରୁ ଲୋଚା କୋଚା 

ବୟସର କମ୍ବଳକୁ ଢାଙ୍କି ...,

ହୁଏ ତ !... ମୁଁ ତୁମ ପାଇଁ ଥିବି 

ଆୟୁଷ ଉତ୍ତର ମେରୁ 

ରୂପ ନଗରୀର ଶେଷ 

ଉପକଣ୍ଠେ ତୁମ ପ୍ରତୀକ୍ଷାରେ….. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Abstract