Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Others

2  

Raja Sekhar CH V

Others

ରାଜନେତା

ରାଜନେତା

1 min
97


ରାଜନୀତିଜ୍ଞ ଛାଡ଼ି ସାରିଛନ୍ତି ସଦାଚାର,

ରାଜନେତା ହୋଇ କରୁଛନ୍ତି ଭ୍ରଷ୍ଟାଚାର,

ସମ୍ପୂର୍ଣ୍ଣ ଭାବେ ଭୁଲି ସାରିଛନ୍ତି ଶିଷ୍ଟାଚାର,

ନାହିଁ କାହାରି ପାଖେରେ କିଛିବି ସୁବିଚାର |୧|


କାହା ପାଖେରେ ନାହିଁ ସତ୍ୟର ସଞ୍ଚାର,

କରୁଛନ୍ତି କେବଳ ବିଶ୍ୱାସଘାତକ ପ୍ରଚାର,

ବିସ୍ତାର କରନ୍ତି ମନଇଚ୍ଛା କଳ୍ପିତ ସମାଚାର,

ନିରାଶ ପ୍ରଜା ହୋଇ ସାରିଛି ପୁରା ଲାଚାର |୨|


ପ୍ରଶାସନ ଯଦି କରିବ ଜନତାକୁ ନାଚାର,

ଜନସାଧାରଣ ଛାଡ଼ି ଦେବେ ନିଜ ଆଚାର,

ସରକାରଙ୍କୁ ଶୁଣିବାକୁ ହେବ ଜନଙ୍କ ବିଚାର,

ନଚେତ ଗଣତନ୍ତ୍ର ଜାଣିଛି ସଙ୍କଟର ଉପଚାର |୩|


Rate this content
Log in