ମାଟି
ମାଟି
1 min
6.8K
ଜିଦ୍ ଅହମିକା
ଯେତେ ସବୁ ଅହଂକାର
କେବଳ ମୋ’ଠି
ନହୁଅନ୍ତା ବା କେମିତି?
ମୁଁ ତ ତୁମର ଅତି ଆପଣାର
ଧରଣୀ ମାଆ, ମାଟି ।
ଜିଦ୍ ଅହମିକା
ଯେତେ ସବୁ ଅହଂକାର
କେବଳ ମୋ’ଠି
ନହୁଅନ୍ତା ବା କେମିତି?
ମୁଁ ତ ତୁମର ଅତି ଆପଣାର
ଧରଣୀ ମାଆ, ମାଟି ।