Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

2  

pratap nayak

Others

କଲମର ଇତିବୃତ୍ତ

କଲମର ଇତିବୃତ୍ତ

1 min
7.0K


ଭାଷା ମାଆଠାରୁ ଲିପିରାଣୀକି ଜନ୍ମକଲାପରେ,

ଖଟେଇ ଚାଲିଛ ତମେ,

ସେହିଦିନୁ ଭିନ୍ନ ଭିନ୍ନ ଋପେ ..... l


ପାନ୍ଥଶାଳାର ପଥିକ ନକରି,

ଚପରାଶୀରେ ଆସୀନ କଲନିତ,

ଲଢେଇ କରେଇଲ ଅଶୀ ଧାର ସଙ୍ଗେ.....,

ଜିତିଲ କି ହାରିଲ,

କି ସରିନି ବଳ କଷାକଷି ଏ ଯାଏ,

କଣ ଯଣା ଅଛି ମୋତେ......?


ମୁଁ ଯାଣିଛି,

ନିଷ୍କପଟ ମୂନୀଋଷିବାଣୀ ଉଚ୍ଚାରିଲେ ଯେବେ.... ଖିନଭିନ କରି ତାଳ ବରଡାକୁ,

ଲେଖନୀର କଣ୍ଟକିତ ମୁନେ.......,

ଜନ୍ମେଇଲ ମାଜିଲ ମଜେଇଲ ମୋ ତନୁମନ..... l


ପ୍ରୀୟାର ଅଳସ ଅଣ୍ଟାରୁ କରିଛ ଖୋସଣୀକୁ ଢିଲା,

ଖସେଇଛ ମା ଛାତିରୁ ଲୁଗା,

ଋଧିର ଓଜାଡୁ ସିଏ ତୁମ କୁନି ମୁହେଁ.......,

ମିଛ ସତ ଲଗେଇ ବି ପଠେଇଛ ମତେ,

ଭାଙ୍ଗିବାକୁ କା ଏନ୍ତୁଡି ମନ......l


ସଫେଦ କାଗଜର ବେଳାଭୂମି ପରେ,

ଧୁ ଧୁ ଖରା ଅବା ଭିଜା ଭିଜା ବର୍ଷା ସଙ୍ଗେ,

ଇନ୍ଦ୍ରଧନୁ ରଙ୍ଗେ.....,

ଅନ୍ତରାଷ୍ଟ୍ରୀୟ ଚୁକ୍ତି କର ମୋର ଆଲିଙ୍ଗନେ.....l


ଉନ୍ନତିର ପାହାଡ ଉପରୁ ସନ୍ଦର୍ଭଟି ଲେଖା ହେଲା,

ଯଦି କମ୍ପ୍ୟୁଟର ଠାରେ....,

ତେବେ ବି ମୁଁ ପାର୍କର ହେଇ ଚମକୁ ଥାଏ,

ତୁମ ପକେଟରେ.....,

ସନ୍ତକଟିଏ ତ ଲୋଢା ପ୍ରିଣ୍ଟ ଆଉଟ ପରେ......l


Rate this content
Log in