ସ୍ମୃତି
ସ୍ମୃତି
ଲେଖିବାର ଥିଲା ମୋର ଅନେକ କବିତା
ହେଲେ ମୁଁ ଲେଖି ପାରୁନାହିଁ
କହିବାର ଥିଲା ବହୁତ କଥା
ହେଲେ ମୋ ପାଖେ ସମୟ କମ୍
ହସିବା ପାଇଁ ଇଚ୍ଛା ଥିଲା ଜୀବନ ଭରି
ହେଲେ ପ୍ରତିମୁହୂର୍ତ୍ତେ ଲୁହ ଯାଏ ଝରୀ
ଦେଖିବା ପାଇଁ ଥିଲା ଅନେକ ସପନ
ହେଲେ ରାତି ମୋ ପାଖେ ବହୁତ କମ୍
ଏଇତ ମୋ ଜୀବନ ସ୍ମୃତି ହେଇ ରହିଗଲା..।