Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀରଵ ଝଡ଼
ନୀରଵ ଝଡ଼
★★★★★

© Mamatamanjari Das

Abstract Others

1 Minutes   6.7K    3


Content Ranking

ଆଖିର ଭାଷାକୁ ଆଖି ବୁଝି ଥାଏ

ହୃଦୟ ବେଦନା ପାଲଟେ କୋହ

ସେଇ କୋହ ଯେବେ ବରଫ ପାଲଟେ

ତୁଟି ଯାଇ ଥାଏ ସଂସାର ମୋହ ।

ଜୀବନ ଲାଗଇ ମରୁ ମରିଚୀକା

ହୃଦୟରେ ବହେ ନୀରବ ଝଡ

ସେ ଝଡ ପ୍ରବାହେ ଆତ୍ମା ମରିଯାଏ

ଶବ ହୋଇ ଏଠି ଶରୀର ପଡେ ।

ମମତା ମଞ୍ଜରୀ ଦାସ,କଟକ

ହୃଦୟ କୋହ ବରଫ

Rate the content


Originality
Flow
Language
Cover design

Comments

Post


Some text some message..