Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

2  

Pramila Sahoo

Others

ହୃଦୟର ରାଣୀ

ହୃଦୟର ରାଣୀ

1 min
6.9K


ଆସିଥିଲୁ ମନରେ ଭଲପାଇବା ନେଇ
ଚାଲିଗଲୁ ଆଖିରେ ଲୁହ ଦେଇ
ତତେ ଛାଡି କେମିତି ରହିବି କହ
ଏ ମନ ଖାଲି ଖୋଜେ ତୋର ମୁହଁ

ତୁ ଥିଲୁ ମୋ ହୃଦୟର ରାଣୀ
ଏକା କରିଗଲୁ କଣ ପାଇଁ......
Pramila sahoo


Rate this content
Log in