ତୁମେ ଆଉ ମୁଁ
ତୁମେ ଆଉ ମୁଁ
1 min
6.5K
ତୁମେ ଫୁଲ ହେଲ
ବାସ ହେଲ
କେହିଜଣେ ପ୍ରଜାପତି ହେଲା
ତୁମେ ରାତିଟାରେ ସ୍ଵପ୍ନ ହେଲ
କେହିଜଣେ ସୌଦାଗର ଥିଲା
ମୁଁ ବାଟଚଲା ବୋଟୋଇଟେ
ତୁମ ପାଇଁ ହେଲି
ନା ଫୁଲ ଦେଲି ସ୍ଵପ୍ନ ଦେଲି
ନା କେବେ ଅଭ୍ୟାଗତ ହେଲି ।