Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Abstract Romance Others

1.0  

Pramila Sahoo

Abstract Romance Others

ଜହ୍ନ ତୁମେ

ଜହ୍ନ ତୁମେ

1 min
14K


ଜହ୍ନ ତୁମେ ଲାଗ ଅତି ନିଜର

ରାତି ପାଇଁ ଜହ୍ନ ଯେମିତି

ତୁମେ ମୋ ପାଇଁ ସେମିତି

ଜହ୍ନ ବିନା ଆକାଶ ଅଧୁରା

 ତୁମ ବିନା ଏଇ ଜୀବନ ଫିକା

ତୋଫା ଫୁଲ ପରି ଲାଗ ତୁମେ

ମତେ ଦେଖିବାକୁ ଇଛା ହୁଏ ପ୍ରତିମୂହୁର୍ତ୍ତରେ

ବାୟାଚଢେଇର ବସା ପରି

ମୋ ମନରେ ବାନ୍ଧିଛି ବସା

 କେବେ ତୁମ ପରୀ ଜଗତକୁ ନେଇ ଯିବ

ହାତ ଧରି ମୋର ଏକା

ଜହ୍ନ ନିତି ତୁମ ପାଇଁ ଲେଖୁଛି କବିତା l.


Rate this content
Log in