କବିତା
କବିତା
1 min
1.2K
ତୁମର ସେହି ଅଭୁଲା ପ୍ରୀତିକୁ
ସାଇତି ରଖିଛି ହୃଦୟରେ ମୋର
ମୋ ପ୍ରେମର ତୁମେ ଯେ ପ୍ରେମିକା
ତୁମ ବିନା ଜୀବନ ଅଧା
ଏ ପ୍ରେମର ପରିକଳ୍ପନା...........
ପ୍ରମିଳା ସାହୁ