Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୧୭
ଜୀବନ ଗୀତା- ୧୧୭
★★★★★

© Geeta Sarangi

Others

1 Minutes   6.6K    4


Content Ranking

ଜୀବନ ଗୀତା- ୧୧୭ 

ସମୟର ବିବର୍ତ୍ତନ ଚକ୍ରେ ଘୂରି
ଜୀବନ ବଦଳିଯାଏ ପୂରାପୂରି ॥୦॥

ସମୟ ତ ଗଡିଚାଲେ ଦଣ୍ଡେ ନରହି
ଆଜିର ସମୟ ପରା କାଲିକୁ ନାହିଁ
କାଲିର କଥା ଆଜିକୁ ପୁରୁଣା
ଆଜିର କଥା କାଲିକୁ ପୁରୁଣା
ଜୀବନ ବଦଳୁଥାଏ ଏହିପରି ॥୧॥

କାଲିର ଗାଁ ବଦଳି ଆଜି ସହର
ଆଜିର ସହର କାଲି ମହାନଗର
କାଲିର ଗଳ୍ପ ଆଜିକୁ ପୁରୁଣା
ଆଜିର ଗଳ୍ପ କାଲିକୁ ପୁରୁଣା
ଜୀବନ ତ ବହୁଥାଏ ପାଣିପରି ॥୧॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post


Some text some message..