ଜୀବନ ଗୀତା- ୧୧୭
ଜୀବନ ଗୀତା- ୧୧୭
1 min
6.6K
ଜୀବନ ଗୀତା- ୧୧୭
ସମୟର ବିବର୍ତ୍ତନ ଚକ୍ରେ ଘୂରି
ଜୀବନ ବଦଳିଯାଏ ପୂରାପୂରି ॥୦॥
ସମୟ ତ ଗଡିଚାଲେ ଦଣ୍ଡେ ନରହି
ଆଜିର ସମୟ ପରା କାଲିକୁ ନାହିଁ
କାଲିର କଥା ଆଜିକୁ ପୁରୁଣା
ଆଜିର କଥା କାଲିକୁ ପୁରୁଣା
ଜୀବନ ବଦଳୁଥାଏ ଏହିପରି ॥୧॥
କାଲିର ଗାଁ ବଦଳି ଆଜି ସହର
ଆଜିର ସହର କାଲି ମହାନଗର
କାଲିର ଗଳ୍ପ ଆଜିକୁ ପୁରୁଣା
ଆଜିର ଗଳ୍ପ କାଲିକୁ ପୁରୁଣା
ଜୀବନ ତ ବହୁଥାଏ ପାଣିପରି ॥୧॥