Audio

Forum

Read

Contests

Language


Write

Sign in
Wohoo!,
Dear user,
ବାପା ଓ ବୋଉ
ବାପା ଓ ବୋଉ
★★★★★

© Chittaranjan Lenka

Inspirational Abstract Others

1 Minutes   1.3K    6


Content Ranking

ଯେଉଁ ଶିକ୍ଷା ମିଳେ    ବାପାଙ୍କ ନିକଟୁ

ସେ ଶିକ୍ଷା କେଉଁଠୁ ମିଳି ନ ଥାଏ

ଯେଉଁ ସ୍ନେହ ମିଳେ    ବୋଉ ମମତାରୁ

ସେ ସ୍ନେହର ସମ କେହି ବି ନୁହେଁ


ଅନ୍ୟ ଗୁରୁ ଯାହା    ଶିକ୍ଷା ଦେଇଥାନ୍ତି

ମୂଳ ଶିକ୍ଷା ଥିଲେ ହୁଅଇ ଶିଖି

ଅନ୍ୟମାନଙ୍କର   ସ୍ନେହ ଓ ମମତା

ବୋଉ ସ୍ନେହ ଥିଲେ ହୁଏ ପରଖି



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©

ଶିକ୍ଷା ବାପା ବୋଉ

Rate the content


Originality
Flow
Language
Cover design

Comments

Post


Some text some message..