Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ହଁ ବୁଝିଲି

ହଁ ବୁଝିଲି

1 min
5.9K




ମୁଁ କହିବାକୁ ଚାଁହୁ ଥିବା କଥା

ତୁମେ କହି ଦେଲ

ସେଇଟା ତ ପ୍ରେମ ନୁହେଁ .....

ପକ୍ଷୀ ଟିଏ କିଛି ନ କହିବି

ଆଉ ଗୋଟେ ପକ୍ଷୀ ବୁଝି ପରେ

ତା ମନା କଥା !


ତୁମ ଆଖି ସହ ମୋ ଆଖି

କିଛି ସମୟ ପାଇଁ ମିଶି ଯାଇଥିଲା ସତ

ସେଇଟା ତ ପ୍ରେମ ନୁହେଁ......

ଦୋକାନରେ ବିକ୍ରି ହେଉଥିବା କଣ୍ଢେଇରେ ବି

ଆଖି ଲାଖିଯାଏ କିଛି ସମୟ ପାଇଁ !


ରାସ୍ତାରେ ଗଲା ବେଳେ ତୁମେ କିଛି ସମୟ ପାଇଁ

ଶୋଇଯାଇଥିଲ ମୋ କାନ୍ଧରେ

ସେଇଟା ତ ପ୍ରେମ ନୁହେଁ....

ପାନ୍ଥ ଶାଳା ତ ଅନେକଙ୍କୁ ସାହାରା ଦେଇଛି

କାହାର ତ ହିସାବ ରଖିନି !


ତୁମେ ମୋତେ ଅନେକ କିଛି କହିଛ

ଯାହା କାହାକୁ କୁହା ଯାଇ ନପାରେ....

ସେଇଟା ତ.....

ହଁ ସେଇ ତ, ପ୍ରେମ ମୋ ପାଇଁ

ତୁମ ବିଶ୍ୱାସ !


ପ୍ରଭୁଦତ୍ତ ପ୍ରଧାନ

ନୟାଗଡ,ଦୁର୍ଗାପ୍ରସାଦ


Rate this content
Log in