Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Niranjan Sahu

Inspirational

2  

Niranjan Sahu

Inspirational

ଅନ୍ଧ ମଣିଷ

ଅନ୍ଧ ମଣିଷ

1 min
6.7K


ମୁଁ ବି ବଡ଼ ବିଚିତ୍ର ମଣିଷ

ଏ ଦୁନିରେ ବଞ୍ଚିଛି

ଡେଉଁଛି ଖେଳୁଛି ,ହେଲେ,

ଦୁନିଆଁ ଦେଖିନି,

ପୃଥିବୀ ଦେଖିନି କି ଆକାଶ ଦେଖିନି

ମାଟି ଦେଖିନି କି ପାଣି ଦେଖିନି

ମନ୍ଦିର ଦେଖିନି କି ଠାକୁର ଦେଖିନି

ମଣିଷ ଦେଖିନି କି ପଶୁ ଦେଖିନି

ଗଛ ଦେଖିନି କି ଫଳ ଦେଖିନି

ଖାଦ୍ୟ ଦେଖିନି କି ପରିବା ଦେଖିନି

ଭାତ ଦେଖିନି କି ଡାଲି ଦେଖିନି

ପୋଷାକ ଦେଖିନି କି ଭେଶ ଦେଖିନି

ରଙ୍ଗ ଦେଖିନି କି ଢଂଗ ଦେଖିନି

ସତ କହିଲେ ମୁଁ କିଛି ଦେଖିନି

ତଥାପି ବଞ୍ଚିଛି କାରଣ

ମୋ ଯିବାର ବେଳ ହେଇନି

ହଁ,ମୁଁ ବଞ୍ଚିବା ଓ ଯିବା ବି ସମାନ

କାରଣ ମୋ ପାଇଁ ସବୁକଛି,,,କଳା,,

ମାନେ ଅନ୍ଧାର ||


ଅର୍ଥାତ,,ମୁଁ ଜନ୍ମାନ୍ଧ

ଜନମ ରୁ ଅନ୍ଧ,,

ଆଉ ଅଧିକ କଣ କହିବି,,,

ମୁଁ ତ ଜଣେ ହତଭାଗା...||


ନିରଞ୍ଜନ ସାହୁ


Rate this content
Log in