Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukanta Nayak

Inspirational

5.0  

Sukanta Nayak

Inspirational

ଜୀବନର କେତେ ରଙ୍ଗ

ଜୀବନର କେତେ ରଙ୍ଗ

1 min
1.2K



ଜୀବନର କେତେ ଯେ ରଙ୍ଗ

କେତେବେଳେ ହସ ଖୁସି ଭରା ସଙ୍ଗୀତ

ଆଉ କେତେବେଳେ ଦୁଃଖ ଜଞ୍ଜାଳ ରଞ୍ଜିତ।।


ହାରେ ନାହିଁ ତଥାପି ଏ ମନ ଚାଲିଥାଏ ନିରନ୍ତର

କାହିଁ କେତେଯେ ଯାତନା ସହିବାକୁ ହୁଏ କହି କି ପାରିବ ଚଞ୍ଚଳ ମନ।।


ଦିନ ପରେ ଦିନ ଯାଉଥାଏ ଗଡି ପର୍ବତ ହୁଏ ପାହାଡ ଓ ଗୋଡି

ହେଲେ ସୁଦ୍ଧା ଜାଣି ନପାରଇ କିଛି,

ନିର୍ବୋଧ ମଣିଷ ତୁଚ୍ଛାଟାକୁ ଭାଗ୍ୟକୁ ନିନ୍ଦେ ଛି ଛି ଆଉ ଛି ଛି।।


Rate this content
Log in