Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ପରିଚୟ

ପରିଚୟ

1 min
6.7K


ମଥାରେ ଭରିଲ ସିନ୍ଦୂର
ସାଥି ହୋଇଗଲି ତୁମର
ଭୁଲିଲି ନିଜ ଅଗଣା
ପରିଚୟ ମିଳିଲା ନୂଆ
ଟୋପାଏ ସିନ୍ଦୂର ନୁହେଁ
ସେତ ନାରୀର ଅମୂଲ ଗହଣା
ଶାଶୂଘର ତା ପାଇଁ ମନ୍ଦିର
ବାପଘର ହୁଏ ସାତପର
ମା ଜନ୍ମ ଦେଇଛି ସତ
ଲେଖିନି ତାହା ଭାଗ୍ୟ
ବିଧାତା ଗଢ଼ା ଭାଗ୍ୟ ରେଖା
ବଦଳି ଯାଏ ନାରୀଜୀବନ ଏକା
ବାପଘର ଦୁଇ ଦିନର
ଶାଶୂଘର ସାର ଜୀବନ
ସଭିଏଁ କୁ ପରକରି ଯାଏ ଚାଲି
ସାତଜନ୍ମ ପାଇଁ ସାଥି ନିଜର..
ପ୍ରମିଳା ସାହୁ


Rate this content
Log in