Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ହୃଦୟ ଛୁଁଏ ଯେଉଁଠି

ହୃଦୟ ଛୁଁଏ ଯେଉଁଠି

1 min
213



ପରିବାର!

ଆତ୍ମୀୟତାର ବନ୍ଧନରେ

ସ୍ନେହମୟ,ପ୍ରେମମୟ,

ଭଲପାଇବାର ଆସକ୍ତରେ ଥାଏ

ମଧୁର ସମ୍ପର୍କର ଆକର୍ଷଣ,

ଯେଉଁଠି ସଭିଏଁ ମିଳିମିଶି

ଗଢିଦିଅନ୍ତି

ଏକ ପ୍ରେମର ମନ୍ଦିର ।

ଅଲିଖିତ ଚୁକ୍ତିରେ

ପ୍ରେମରେ ବଞ୍ଚିବା ପାଇଁ

ହୋଇଥାଏ ଚୁକ୍ତିବଦ୍ଧ ।


ଆତ୍ମୀୟ କି’ଏ

ଅତ୍ମୀୟତା କଣ

ବୁଝିବା ପୂର୍ବରୁ

ଭଲପାଇବା ସମସ୍ତଙ୍କ

ହୃଦୟକୁ ଚୁଇଁଥାଏ ।

ସ୍ନେହ,ପ୍ରେମ,ଯତ୍ନରେ

ଜୀବନ ହସୁଥାଏ

ଦୌଡୁଥାଏ

ସକାଳୁ ସଞ୍ଜଯାଏ ।

ସମୟ ବଦଳୁଛି

ସଭ୍ୟତା ନୂଆ ରୂପ ନେଉଛି

ପରିବାରର ପରିଭାଷା

କିନ୍ତୁ ସେମିତି ରହିଛି ।




Rate this content
Log in