Audio

Forum

Read

Contests

Language


Write

Sign in
Wohoo!,
Dear user,
ଆହା
ଆହା
★★★★★

© Ram Prasad Bisoi

Others

1 Minutes   1.2K    7


Content Ranking

ଆହା

ସିଡ଼ି ----------------! ପାହାଚ ପାହାଚ, କାମନା ପିଶାଚ, ଗୋଟିଏ ପ୍ରଶ୍ନ ? ଅଛିଣ୍ଡା ଜ୍ୟାମିତି, ଅସନ୍ତୁଷ୍ଟ ଉପସଂହାର, ଅବିରାମ ଉଠାଣ ସଠିକ ଉତ୍ତର, ଦ୍ବିତୀୟ ପାହାଚ, ଶେଷ ପାହାଚ ----------! ବିରାଟ ଶୂନ୍ୟତା,ଘନ ଅନ୍ଧାର, ଆଉ , ଗୋଟିଏ ଶବ୍ଦ, ଆହା ! @କାଶ୍ୟପ । ସକାଳ-୧୦-୩୦, ତା-୧୨-୦୭-୧୬, ରାୟଗଡ଼ା ।

ଆହା

Rate the content


Originality
Flow
Language
Cover design

Comments

Post


Some text some message..