ଅସ୍ତରାଗ
ଅସ୍ତରାଗ
1 min
6.8K
ଅସ୍ତରାଗ
ଜୁଲି
ତୁମେ ଥିଲ ବୋଲି ଗଳ୍ପ ଥିଲା
ତୁମେ ଗଲାପରେ କବିତା
ତୁମେ ଥିଲ ବୋଲି ଥିଲା
ସୁନେଲି ସକାଳ
ଏବେ ଦିଗବଳୟ ସେପାଖେ
ଅସ୍ତରାଗରେ ସବିତା .....