Audio

Forum

Read

Contests

Language


Write

Sign in
Wohoo!,
Dear user,
#ବିଜୁଳି
#ବିଜୁଳି
★★★★★

© Ram Prasad Bisoi

Others

1 Minutes   6.4K    3


Content Ranking

ସଂଳାପ-୭୨
 
#ବିଜୁଳି
ମେଘ ବର୍ଷାରେ ଝଲସି 
ଉଠୁ
ଆଖି ପିଛୁଳାକେ ଆସୁ
ପୁଣି ଚାଲି ଯାଉ
ବିଚାର ବର୍ଷା 
ବିଚାର ମେଘ
ବିଚାର ପାହାଡ,
ହସି ହସି 
ବେଳେ ବେଳେ 
କାନ୍ଦି 
ଝୁରି ଡାକୁଛନ୍ତି
ବିଜୁଳି ---------ବିଜୁଳି ।
 
©®@କାଶ୍ୟପ 
ରାୟଗଡ଼ା ।

#ବିଜୁଳି

Rate the content


Originality
Flow
Language
Cover design

Comments

Post


Some text some message..