Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ଜୀବନର ଆଶୀର୍ବାଦ

ଜୀବନର ଆଶୀର୍ବାଦ

1 min
6.8K


ସ୍ଵପ୍ନ ଥରେ ଭାଙ୍ଗିଲେ
ଗଢିଉଠେ ହୁଏ ସିନା
ପ୍ରାଣ ରୁ ପିଣ୍ଡ ଚାଲି
ଆଉ ସେ ଫେରେନା
କି ଧନ କି ସମ୍ପତି
ସବୁ ଅଢ଼େଇ ଦିନିଆ
ପ୍ରାଣ ଥିବା ଯାଏ
ସବୁ ନିଜର ପଣିଆ
ପ୍ରାଣ ଚାଲି ଗଲା ପରେ
ମିଳେ ନାହିଁ ଟିକିଏ ଜାଗା
ନିତି କରିଯାଅ ଅନ୍ୟ ସେବା
ପର ଦୁଃଖ ରେ ହୁଏ ଦୁଃଖୀ
ମାନ ସେବା ନୁହେଁ ମାଧବ
ଅନ୍ୟ ଜୀବନରେ ଦିଅ ଖୁସି ଭରି
କାହାର ହୃଦୟରେ ଦିଅ ନାହିଁ ବାଧା
ମନୁଷ୍ୟ ଜୀବନ ବହୁ ମୂଲ୍ୟବାନ ପରା
ସେ କାଳେ ଶ୍ରେଷ୍ଠ ପ୍ରାଣୀ
କାହିଁକି ଘଟୁଛି ନିତି ଅନ୍ୟାୟ ଫୁଣି
ଦିଅ ନାହିଁ କାହା ମନରେ ଦୁଃଖ
ଭଲ ପାଉଥିବା ଜୀବନ ଯାକ
ଏହା ହଉଚି ମନୁଷ୍ୟ
ଜୀବନର ଆଶୀର୍ବାଦ.....
Pramila sahoo


Rate this content
Log in