Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନର ଆଶୀର୍ବାଦ
ଜୀବନର ଆଶୀର୍ବାଦ
★★★★★

© Pramila Sahoo

Others

1 Minutes   6.8K    5


Content Ranking

ସ୍ଵପ୍ନ ଥରେ ଭାଙ୍ଗିଲେ
ଗଢିଉଠେ ହୁଏ ସିନା
ପ୍ରାଣ ରୁ ପିଣ୍ଡ ଚାଲି
ଆଉ ସେ ଫେରେନା
କି ଧନ କି ସମ୍ପତି
ସବୁ ଅଢ଼େଇ ଦିନିଆ
ପ୍ରାଣ ଥିବା ଯାଏ
ସବୁ ନିଜର ପଣିଆ
ପ୍ରାଣ ଚାଲି ଗଲା ପରେ
ମିଳେ ନାହିଁ ଟିକିଏ ଜାଗା
ନିତି କରିଯାଅ ଅନ୍ୟ ସେବା
ପର ଦୁଃଖ ରେ ହୁଏ ଦୁଃଖୀ
ମାନ ସେବା ନୁହେଁ ମାଧବ
ଅନ୍ୟ ଜୀବନରେ ଦିଅ ଖୁସି ଭରି
କାହାର ହୃଦୟରେ ଦିଅ ନାହିଁ ବାଧା
ମନୁଷ୍ୟ ଜୀବନ ବହୁ ମୂଲ୍ୟବାନ ପରା
ସେ କାଳେ ଶ୍ରେଷ୍ଠ ପ୍ରାଣୀ
କାହିଁକି ଘଟୁଛି ନିତି ଅନ୍ୟାୟ ଫୁଣି
ଦିଅ ନାହିଁ କାହା ମନରେ ଦୁଃଖ
ଭଲ ପାଉଥିବା ଜୀବନ ଯାକ
ଏହା ହଉଚି ମନୁଷ୍ୟ
ଜୀବନର ଆଶୀର୍ବାଦ.....
Pramila sahoo

"ସ୍ଵପ୍ନ ଓ ଜୀବନ "

Rate the content


Originality
Flow
Language
Cover design

Comments

Post


Some text some message..