Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

3  

Chittaranjan Lenka

Others

ନିର୍ମଳ ହୃଦୟ

ନିର୍ମଳ ହୃଦୟ

1 min
127


ତୁମ ପାଖେ ଅଛି ପୁଳା ପୁଳା ଧନ

ମୋ ପାଖେ ଅମାପ ପ୍ରେମ

ପ୍ରତିଯୋଗିତାରେ ତୁମେ ହିଁ ଜିତିବ

ମୁଁ ପାଇବି ଅପମାନ ।

ଧନ ଦେଇ ଜ୍ଞାନ କିଣିବାର ପାଇଁ

ମଣିଷ କରେ ପ୍ରୟାସ

କିଣିଲେ ବି ସୁଦ୍ଧା ଅସଲ ବେଳରେ

ଓଲଟା କରିବ ଗ୍ରାସ ।

ଜ୍ଞାନ ମାନ ପ୍ରେମ ଅର୍ଥ ଦେଇ କେହି

କେବେ କିଣିପରେ ନାହିଁ

ନିର୍ମଳ ହୃଦୟ କର୍ମ ପ୍ରତି ଲୟ

ସହଜେ ତାହା ଆଣଇ ।


Rate this content
Log in