ରାଣୀ ମାଏଜୀର୍ ଦୁଖ୍
ରାଣୀ ମାଏଜୀର୍ ଦୁଖ୍
ଇ ଦୁଖର୍ କଥା
ଆଉ କାହାକେ କହେମି
ଛାତି ଫଟା ଦୁଖ୍
ଆରୁ କେତେ ସହେମି ।
ଇ ହାତେ ଝଲମଲି
ଯାଉଥିଲା କେତେ ଖଡୁଚୁରି
କରମ୍ ଖଣିଆଁ ମୋର୍
ଦଇବ୍ କଲା ମକେ ବଏରି ।
ସାତ ଜନମର୍ ସାଥ୍ ଦେବାକେ
ଖାଇଥିଲ କେତେ କିରିଆ
କାଏଁଯେ ଧନ କରିଗଲା
ମକେ ଏତେ ଦୁରିଆ ।
ମାଙ୍ଖେ ଥିଲା ସିନ୍ଦୁର୍
ପାଦେ ଲାଲ୍ ଅଲତା
ସୁନ୍ଦରୀ ଭୁଆସେନ ବଲି
ସଭେଁ ହେଉଥିଲେ କଥା ।
ଆଏଜ୍ ମୁଡେ ନାଇଁ ସିନ୍ଦୁର୍
ସଭେଁ ହେଉଛନ୍ ଟୁପୁର୍ ଟାପୁର୍
ଗହଁଟିଆ ଘରର୍ ଇ ଦସା
ସଭେଁ କହୁଛନ୍ କାଲ୍ ମୁଁହିର୍ କସୁର୍ ।
ରୋଗ୍ ବେମାରେ ଘାଁଟି
ଟଁକା ପଇସା ଗଲା ସରି
ଇ ଦୁଆର୍ ସେ ଦୁଆର୍ ବୁଲୁଛେ
ପେଟେ ଜନମ୍ ଗେଦାକେ ଧରି ।
ଆଏଁଖ ନୁ ବୁହି ଯାଉଛେ ଲୁହୁ
ପୁଛବାକେ ନାଇଁ ନ କିଏ
କେତେ ଆଉ ସହେମି ମହାପୁରୁ
ଇ ଦୁଖ୍ ସହି ନି ହୁଏ ।
ଡିସମ୍ବର ମେହେର
ଗଣ୍ଡାବାହାଲି ନୂଆପଡା