Audio

Forum

Read

Contests

Language


Write

Sign in
Wohoo!,
Dear user,
ସମ୍ମାନ
ସମ୍ମାନ
★★★★★

© Niranjan Sahu

Inspirational

1 Minutes   6.9K    13


Content Ranking

ତୁମେ ତ ମଣିଷ ମୁଁ ବି ମଣିଷ      

         ଏ କଥା କି ଭୁଲି ଯାଇଛ

ପାଟି ଗୋଟେ ତୁମ ପାଖେ ଅଛି ବୋଲି

          ଯାହା ଇଛା ତାହା କହୁଛ

ସହିବା ଲୋକଟି ବଡ଼ ହୋଇଥାଏ

          ଏ କଥା କି ମନେ ରଖିଛ

କହିବା ଲୋକଟି ସାନ ହୋଇଯାଏ

           ପିଲା ଦିନେ ପାଠ ପଢିଛ

ତୁମେ ବି ମରିବ ମୁଁ ବି ମରିବି

          ଏ କଥାଟି ସତ ହୋଇବ

ଗର୍ବ କରନାହିଁ ଖର୍ବ ହେଇଯିବି

          ଅକାଳରେ ଝଡି ପଡିବ

ଧନ ଜନ ଯୌବନ ଅଛି ବୋଲି

         ସାନ ବଡ଼ କିଛି ଚିହ୍ନୁନ

ମାନ ସନମାନ ପଛରେ ପକେଇ

          ସନମାନ ଦେଇ ଜାଣିନ ॥

 

।। ନିରଞ୍ଜନ।

ମଣିଷ ଗର୍ବ ସନମାନ

Rate the content


Originality
Flow
Language
Cover design

Comments

Post


Some text some message..