Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

2  

Niranjan Sahu

Inspirational

ସମ୍ମାନ

ସମ୍ମାନ

1 min
7.0K


ତୁମେ ତ ମଣିଷ ମୁଁ ବି ମଣିଷ      

         ଏ କଥା କି ଭୁଲି ଯାଇଛ

ପାଟି ଗୋଟେ ତୁମ ପାଖେ ଅଛି ବୋଲି

          ଯାହା ଇଛା ତାହା କହୁଛ

ସହିବା ଲୋକଟି ବଡ଼ ହୋଇଥାଏ

          ଏ କଥା କି ମନେ ରଖିଛ

କହିବା ଲୋକଟି ସାନ ହୋଇଯାଏ

           ପିଲା ଦିନେ ପାଠ ପଢିଛ

ତୁମେ ବି ମରିବ ମୁଁ ବି ମରିବି

          ଏ କଥାଟି ସତ ହୋଇବ

ଗର୍ବ କରନାହିଁ ଖର୍ବ ହେଇଯିବି

          ଅକାଳରେ ଝଡି ପଡିବ

ଧନ ଜନ ଯୌବନ ଅଛି ବୋଲି

         ସାନ ବଡ଼ କିଛି ଚିହ୍ନୁନ

ମାନ ସନମାନ ପଛରେ ପକେଇ

          ସନମାନ ଦେଇ ଜାଣିନ ॥

 

।। ନିରଞ୍ଜନ।


Rate this content
Log in