Audio

Forum

Read

Contests

Language


Write

Sign in
Wohoo!,
Dear user,
☀ ତୁମେ ☀
☀ ତୁମେ ☀
★★★★★

© Amiya Bej

Others

1 Minutes   6.7K    0


Content Ranking

☀ ତୁମେ ☀

ତୁମେ ...
ମୋ ଅକୁହା କଥା
ମୋ ଅବ୍ୟକ୍ତ ବ୍ୟଥା
ମୋ ଅପହଁଚ ସୀମା 
ମୋ ନୀରବ ସାଧନା ।
ମୁଁ ...
ତୁମ ତୁଛା ଅକଥା
ତୁମ ପାଇଁ ବ୍ୟଥା 
ତୁମ ଅଜଣା ଅଚିହ୍ନା 
ତୁମ ପସନ୍ଦରେ ଉଣା ।।
ତଥାପି ବି ତୁମେ......
        ମୋ ନୀରବ ସାଧନା ।।।

☀ ତୁମେ ☀

Rate the content


Originality
Flow
Language
Cover design

Comments

Post


Some text some message..