Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

1.0  

Amiya Bej

Others

☀ ତୁମେ ☀

☀ ତୁମେ ☀

1 min
6.7K


☀ ତୁମେ ☀

ତୁମେ ...
ମୋ ଅକୁହା କଥା
ମୋ ଅବ୍ୟକ୍ତ ବ୍ୟଥା
ମୋ ଅପହଁଚ ସୀମା 
ମୋ ନୀରବ ସାଧନା ।
ମୁଁ ...
ତୁମ ତୁଛା ଅକଥା
ତୁମ ପାଇଁ ବ୍ୟଥା 
ତୁମ ଅଜଣା ଅଚିହ୍ନା 
ତୁମ ପସନ୍ଦରେ ଉଣା ।।
ତଥାପି ବି ତୁମେ......
        ମୋ ନୀରବ ସାଧନା ।।।


Rate this content
Log in