Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3  

Sukanti Hotta

Others

ହେ ଚକାଡୋଳା

ହେ ଚକାଡୋଳା

1 min
4.9K


ଜୀବନର ଡଙ୍ଗା ବଡ ଯେ ବିଚିତ୍ର

ବାଟ ଏଠି ଦିଶେ ନାହିଁ ।

ଥଳକୂଳ ନାହିଁ ମହା ସମୁଦ୍ରର

ମାଡି ଆସୁଅଛି ଧାଇଁ ।

ଜୁଆର ଏଠି କୂଳ ଲଂଘୁଅଛି

କାତ ପୁଣି ପାଉନାହିଁ ।

ଜୀବନ ଡଙ୍ଗାଟି ହୁଏ ଥର ହର

ସଂସାର ଜଞ୍ଜାଳେ ରହି ।

ଏହି ରଙ୍ଗମଞ୍ଚ ବଡ ପରପଞ୍ଚ

ଅଭିନୟେ ଖାଲି ଭରା ।

ଜାଣି ନ ପାରନ୍ତି ମାୟାଧର ମାୟା

ସାହା ସେହି ଚକାଡୋଳା ।

ସୁକାନ୍ତି ହୋତା


Rate this content
Log in