Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Jharana Satapathy

Others

2  

Dr Jharana Satapathy

Others

ଶାମ୍ବଦଶମୀ

ଶାମ୍ବଦଶମୀ

1 min
325




ଜୟ ସୂର୍ଯ୍ୟଦେବ ଜୟ ନିରାକାର

ଶାମ୍ବଦଶମୀ ବ୍ରତ କରନ୍ତି ନାରୀନର

କୃଷ୍ଣପୁତ୍ର ଶାମ୍ବ ତୁମ ପୂଜା କଲେ

କୁଷ୍ଠ ରୋଗରୁ ଶାପ ମୁକ୍ତ ହେଲେ

ସକଳ ଶକ୍ତିର ତୁମେ ଯେ ଆଧାର

ତୁମ ବିନା ଏ ସାରା ଜଗତ ଅନ୍ଧାର

ମାଆମାନେ ସନ୍ତାନର ମଙ୍ଗଳ ମନାସି

ଘରେ ଘରେ ପୂଜା କରୁଥାନ୍ତି ବେଶି

ତୁମକୁ ଚଢାନ୍ତି ତିଳ,ଜଳ ଆଉ ରାଶି

ଥରକୁ ଥର ପୂଜା କରୁଥାନ୍ତି ଆସି

ତୁମ ପୂଜାକରୁଥାନ୍ତି ସର୍ବେ ହେତୁକରି

ଘରେଘରେ ପ୍ରସ୍ତୁତ ଘଡଘଡି ତରକାରି

ପିଠାରେ ମହ ମହ ବାସେ ଘରେଘରେ

ସୂର୍ଯ୍ୟଦେବ ପୂଜା ପାଆନ୍ତି ଭକ୍ତିଅର୍ଘ୍ୟରେ


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in