Audio

Forum

Read

Contests

Language


Write

Sign in
Wohoo!,
Dear user,
ବର୍ଷ।
ବର୍ଷ।
★★★★★

© Firoj Kumar Patel

Comedy

1 Minutes   6.7K    0


Content Ranking

ଅଧିର ଗଗନ ପିଟୁଛି ମାଦଳ

ପବନ ଗାଉଛି ଗୀତ

ଭିଜାମାଟି ବାସ୍ନା ଇସାରା କରେ

ଆସୁଛି ବୋଧେ ମୋ ମିତ ।

ପ୍ରେମର ଅମୃତେ ଭିଜିଯିବେ ପୁଣି

ସହର ଜଙ୍ଗଲ ଗାଆଁ

ବର୍ଷ।.......

ମୋ ଚଗଲି ପ୍ରିୟା ର ନାଆ ॥

##ଫିରୋଜ

#frj

ବର୍ଷା

Rate the content


Originality
Flow
Language
Cover design

Comments

Post


Some text some message..