ଆଞ୍ଜୁଳାଏ ଭାତ
ଆଞ୍ଜୁଳାଏ ଭାତ
ଆଞୁଳାଏ ଭାତ ଯା ପାଇଁ ସପନ,
ସେ କାହୁଁ ଖୋଜିବ ସରଗର ପାରିଜାତ ।
ହାତ ଗଣତିିରେ ଦିନ ସରିଯାଏ,
ଭାତ ଖୋଜୁୁ ଖୋଜୁ ଶୁୁଖିଯାଏ ତା ରକତ ।
ଏମିତି କରମ ଦେଇଛିି ବିଧାତା,
ନାହିିଁ ସୁୁୁଖ ଅଛିି କଷଣ ଜୀବନଧାରା ।
ତଥାପି ଆନର ମୁୁହଁରେ ମୁଠାଏ,
ଅନ୍ନ ଦେଵାକୁ ପାଲଟିିଛି ସେ ଆଶରା ।