Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

2  

Susil Pani

Others

ଅଭିଶପ୍ତ

ଅଭିଶପ୍ତ

1 min
5.5K



ଅଭିଶପ୍ତ ଏହି ଅଭାବୀ ଜୀବନେ ।

ପ୍ରତୀକ୍ଷାର ନାହିଁ ଅନ୍ତ ।। (୧)

ଶ୍ରମ କାତରେ ଚିନ୍ତାଗ୍ରସ୍ତ ହୋଇ ।

ପଥପ୍ରାନ୍ତ ଓ ବିଭ୍ରାନ୍ତ ।। (୨)

ଲୋଡିଅଛି ତାର ଅନେକ ଆକାଂକ୍ଷା ।

ପୂର୍ଣ୍ଣ ହେବାପାଇଁ ସତ୍ୟ ।। (୩)

ସେଥିପାଇଁ ସିଏ ଭାବନା ରାଇଜେ ।

ବୁଡି ହୁଏ ମର୍ମାହତ ।। (୪)

ଆଶା ତା ଅନେକ କର୍ମ ତାର ଏକ ।

ବଞ୍ଚିବାର ଏକ ପନ୍ଥା ।। (୫)

ଭାବିଲେ କି ହେବ ଯଦି ଉପାର୍ଜନ ନଥିବ ।

ଭାବନାର ମୂଲ୍ୟ ବ୍ୟର୍ଥ ।। (୬)

ଅଧିକ ଉପାର୍ଜନ ପାଇଁ ନାହିଁ ତା ସମ୍ବଳ ।

ନାହିଁ ତାର ପ୍ରତିଆରା।। (୭)

ଜନବଳ ନାହିଁ ଧନବଳ ନାହିଁ ।

ଅଛି ଖାଲି ତାର ଅପଚେଷ୍ଟା।। (୮)

ଅପଚେଷ୍ଟା ପାଇଁ ହାରୁନି ଜିବନେ ।

ତଥାପି କରୁଛି ସଂଘର୍ଷ ।। (୯)

ଭାବୁଅଛି କାଳେ କେବେ ଭାଗ୍ୟଦେବୀ ବିଜେହେବେ ।

ହୋଇଯିବ ତାର ମନସ୍କାମ ପୂର୍ଣ୍ଣ।। (୧୦)


କବି:ସୁଶିଲ୍ କୁମାର ପାଣି

ତିଳିପଦା ଗଡ

ଗୋପ,ପୁରୀ

ଦୂରାଭାସ:୮୮୯୫୦୯୪୭୬୮


Rate this content
Log in