ତମେ ଆଉ ମୁଁ-3
ତମେ ଆଉ ମୁଁ-3
ତୁମେ ମୋ ଆଖିର ଅଭୂଲା ସପନ
ଅସ୍ପଷ୍ଟ ଉଚ୍ଛ୍ଵାସଟିଏ
ଅନ୍ତଃ ପୀଡାର ଅନନ୍ତ କାରଣ
ଉତ୍ତପ୍ତ ନିଶ୍ଵାସଟିଏ
ମୁଁ ହାରିଯାଇଥିବା ଅଜଣା ଯୁଦ୍ଧର
କ୍ଷତାକ୍ତ ସୈନିକଟାଏ
ମରଣ ଶଯ୍ୟାରେ ନିଶ୍ଵାସର ଲାଗି
ଅନ୍ତିମ ବିଶ୍ଵାସଟିଏ ।
#ଚେନାଏ କବିତା
ତୁମେ ମୋ ଆଖିର ଅଭୂଲା ସପନ
ଅସ୍ପଷ୍ଟ ଉଚ୍ଛ୍ଵାସଟିଏ
ଅନ୍ତଃ ପୀଡାର ଅନନ୍ତ କାରଣ
ଉତ୍ତପ୍ତ ନିଶ୍ଵାସଟିଏ
ମୁଁ ହାରିଯାଇଥିବା ଅଜଣା ଯୁଦ୍ଧର
କ୍ଷତାକ୍ତ ସୈନିକଟାଏ
ମରଣ ଶଯ୍ୟାରେ ନିଶ୍ଵାସର ଲାଗି
ଅନ୍ତିମ ବିଶ୍ଵାସଟିଏ ।
#ଚେନାଏ କବିତା