Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମା'
ମା'
★★★★★

© Dr. Diptiranjan Behera

Others

1 Minutes   7.0K    4


Content Ranking

ମା

****** 

ଫୁଲଠୁ କୋମଳ, ନଦୀଠୁ ଗଭୀର

ମା' ପରି କେହି ନାହିଁ

ତା' ପାଦ ଯୁଗଳେ, କୋଟି ଯେ ପ୍ରଣାମ

ପୂଜୁଥିବି ନିତି ମୁହିଁ ||

 

ଦୀପଟିଏ ହୋଇ ଜଳି ଜଳି ତୁହି

ଆଲୋକ ଦେଇଛୁ ମୋତେ

ସେହି ଆଲୋକରେ, ଅଲୋକିତ ମୁଁହି

କେବେ ଭୁଲିବିନି ତୋତେ ||

 

ଆସେ ଯେତେ ଝଡ, ବାଆ କି ବତାସ

ନଥାଏ କାହାକୁ ଡର

ମା'ର ପଣତ, ଶ୍ରୀମନ୍ଦିର ନେତ

ଉଡେ ହୋଇ ଫର ଫର ||

 

ସବୁ ଜନମରେ, ମୋ ମା' କୋଳରେ

ଜନମ ଲଭିବା ପାଇଁ

ଗୁହାରି କରୁଛି, ଆହେ ମହାବାହୁ

  ବିନତି ଘେନିବ ସାଇଁ ||

ମା'

Rate the content


Originality
Flow
Language
Cover design

Comments

Post

Some text some message..