Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Others

2.5  

Dr. Diptiranjan Behera

Others

ମା'

ମା'

1 min
7.1K


ମା

****** 

ଫୁଲଠୁ କୋମଳ, ନଦୀଠୁ ଗଭୀର

ମା' ପରି କେହି ନାହିଁ

ତା' ପାଦ ଯୁଗଳେ, କୋଟି ଯେ ପ୍ରଣାମ

ପୂଜୁଥିବି ନିତି ମୁହିଁ ||

 

ଦୀପଟିଏ ହୋଇ ଜଳି ଜଳି ତୁହି

ଆଲୋକ ଦେଇଛୁ ମୋତେ

ସେହି ଆଲୋକରେ, ଅଲୋକିତ ମୁଁହି

କେବେ ଭୁଲିବିନି ତୋତେ ||

 

ଆସେ ଯେତେ ଝଡ, ବାଆ କି ବତାସ

ନଥାଏ କାହାକୁ ଡର

ମା'ର ପଣତ, ଶ୍ରୀମନ୍ଦିର ନେତ

ଉଡେ ହୋଇ ଫର ଫର ||

 

ସବୁ ଜନମରେ, ମୋ ମା' କୋଳରେ

ଜନମ ଲଭିବା ପାଇଁ

ଗୁହାରି କରୁଛି, ଆହେ ମହାବାହୁ

  ବିନତି ଘେନିବ ସାଇଁ ||


Rate this content
Log in