Audio

Forum

Read

Contests

Language


Write

Sign in
Wohoo!,
Dear user,
ବେଳ ଥାଉ ବନ୍ଧ ବାନ୍ଧିଥା
ବେଳ ଥାଉ ବନ୍ଧ ବାନ୍ଧିଥା
★★★★★

© Niranjan Sahu

Inspirational

1 Minutes   6.8K    10


Content Ranking

ତୁମରି ଆଗରୁ....

ଯେତେ ଆସିଥିଲେ

ସବୁ ଚାଲିଗଲେ..

କଣ ନେଇଗଲେ....

କଣ ଆଣିଥିଲେ ସାଥେ ||


ତୁମେ ଗଲାବେଳେ କଣ ନେଇଯିବ..

ଚିନ୍ତା କର ଥରେ ସତେ...

ଧନଜନ କେହି ସାଥିରେ ନଯିବେ

ସବୁ,, ମିଛ ମାୟା ମରିଚିକା..||


ମଝିରେ ମଝିରେ ବାଟଓଗାଳନ୍ତି

ହୋଇ ସାଗଂ ସାଥି ସଖା...

ସ୍ତ୍ରୀ ତୋର ଜିବ ଦୂଆର ପର୍ଯ୍ୟନ୍ତ

ମୁଖାଗ୍ନି ପର୍ଯ୍ୟନ୍ତ ପୁଅ.,

ବଂଧୁ ବାନ୍ଧବ ମଶାଣି ପର୍ଯ୍ୟନ୍ତ

ପାଉଂଶ ହେବ ତୋ ଦେହ ||


ଯାହା ପୂର୍ଣ୍ୟ ଥିବ ସାଥିରେ ତୋ ଯିବ

ଏକଥା ମନେ ରଖିଥା...

ଦାନ.ଧର୍ମ.ପୂଣ୍ୟ ଭଲ କାମ କରି

ବେଳ ଥାଉ ବନ୍ଧବାନ୍ଧି ଥା....|



ନିରଞ୍ଜନ ସାହୁ

ବେଳ ଥାଉ ବନ୍ଧ ବାନ୍ଧିଥା ସ୍ତ୍ରୀ ମରିଚିକା

Rate the content


Originality
Flow
Language
Cover design

Comments

Post


Some text some message..