Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Niranjan Sahu

Inspirational

2  

Niranjan Sahu

Inspirational

ବେଳ ଥାଉ ବନ୍ଧ ବାନ୍ଧିଥା

ବେଳ ଥାଉ ବନ୍ଧ ବାନ୍ଧିଥା

1 min
6.8K


ତୁମରି ଆଗରୁ....

ଯେତେ ଆସିଥିଲେ

ସବୁ ଚାଲିଗଲେ..

କଣ ନେଇଗଲେ....

କଣ ଆଣିଥିଲେ ସାଥେ ||


ତୁମେ ଗଲାବେଳେ କଣ ନେଇଯିବ..

ଚିନ୍ତା କର ଥରେ ସତେ...

ଧନଜନ କେହି ସାଥିରେ ନଯିବେ

ସବୁ,, ମିଛ ମାୟା ମରିଚିକା..||


ମଝିରେ ମଝିରେ ବାଟଓଗାଳନ୍ତି

ହୋଇ ସାଗଂ ସାଥି ସଖା...

ସ୍ତ୍ରୀ ତୋର ଜିବ ଦୂଆର ପର୍ଯ୍ୟନ୍ତ

ମୁଖାଗ୍ନି ପର୍ଯ୍ୟନ୍ତ ପୁଅ.,

ବଂଧୁ ବାନ୍ଧବ ମଶାଣି ପର୍ଯ୍ୟନ୍ତ

ପାଉଂଶ ହେବ ତୋ ଦେହ ||


ଯାହା ପୂର୍ଣ୍ୟ ଥିବ ସାଥିରେ ତୋ ଯିବ

ଏକଥା ମନେ ରଖିଥା...

ଦାନ.ଧର୍ମ.ପୂଣ୍ୟ ଭଲ କାମ କରି

ବେଳ ଥାଉ ବନ୍ଧବାନ୍ଧି ଥା....|



ନିରଞ୍ଜନ ସାହୁ


Rate this content
Log in