Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୭

ଜୀବନ ଗୀତା-୨୯୭

1 min
292



ଜୀବନର ଚଲାପଥେ

ଦେହ ଭୋଗେ ଯେତେ ଦହଗଞ୍ଜ

ସକାଳ କୁହୁଡି ମାଡ

ଦିପହର ଖରା ଜୀର୍ଣ୍ଣସଞ୍ଜ ॥୦॥

ଚାଲୁଚାଲୁ ପଥପରେ

କେବେ ଝୁଣ୍ଟିପଡେ

ଲୁହଲହୁ ଝରଝର

ହୋଇ ସିନା ଝରେ

ମଲମ ଲଗାଇ ପୁଣି

ଦଉଡଇ ସକାଳରୁ ସଞ୍ଜ ॥୧॥

ଧାଉଁଧାଉଁ ବିତିଯାଏ

ଶୈଶବ ଯୌବନ

ଚାହୁଁଚାହୁଁ ଆସିଯାଏ

ବାର୍ଦ୍ଧକ୍ୟ ଜୀବନ

ବେମାରି ସୂଚାଇ ଦିଏ

ଦିନଗଡି ହେଲା ଆସି ସଞ୍ଜ ॥୨॥


Rate this content
Log in

Similar oriya poem from Inspirational