Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆଉ କି ଦେଖିବ

ଆଉ କି ଦେଖିବ

1 min
6.8K


ଆଉ କି ଦେଖିବ ସେଇ ଚନ୍ଦ୍ର ମୁଖ

ସଖି ମୋ ବେନି ନୟନ

ଦିବାଲୋକ ପରେ ଅନ୍ଧାର ଘେରେ

ସୁନ୍ଦର ବସୁଧା ଜାଣ

ସତେ ଫେରିବେନି

ବ୍ରଜ ଶିରୋମଣି କୋଟି ନିଧି ହଜାଇଲି

ମୁଁ କେଡ଼େ ଭୁଲଟିଏ କଲି

ଜୀବନଠୁଁ ବଳି ଭଲ ପାଇଥିଲି

ତାଙ୍କ ବିନା ସବୁ ଅନ୍ଧାର

ପାଣି ବିନା ମୀନ କଇଁ ବିନା ଜହ୍ନ

ରହିକି ପାରେ ସଂସାର

କେମିତି ପରାଣ

ଧରିବ ଜୀବନ

ଏଡ଼େ ଆଘାତ ମୁଁ ଦେଲି,

ମୁଁ କେଡ଼େ ଭୁଲଟିଏ କଲି ।


Rate this content
Log in