Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାବିନେଇଥିଲି
ଭାବିନେଇଥିଲି
★★★★★

© Padmalaya Mishra

Romance

1 Minutes   6.8K    8


Content Ranking

ଭାବିନେଇଥିଲି

ଅଭିମାନର ପରସ୍ତକୁ ଜମେଇ

ମୁଁ ପଥର ପାଲଟିଛି

ହେଲେ ସେ ଟାଣପଣ

ନଥିଲା ପଥର

ଥିଲା ତୁଛା ମହମ

ତୁମର ପରଶ ଅଗ୍ନିଶି�ଖାରେ

ତରଳି ଗଲା . . . .

ମୁଁ ନିଜକୁ ସାଉଁଟୁଥିଲା ବେଳେ

ତୁମେ ପୁଣି ଫେରିଗଲ

ଛାଡ଼ିଦେଇ ମତେ

ଜଳିବାକୁ ଅଭିମାନର ଅଗ୍ନିକୁଣ୍ଡେ . . . ।।

.

ପଦ୍ମାଳୟା

ଭାବିନେଇଥିଲି ଅଭିମାନ ପଥର

Rate the content


Originality
Flow
Language
Cover design

Comments

Post


Some text some message..