Audio

Forum

Read

Contests

Language


Write

Sign in
Wohoo!,
Dear user,
ଆର୍ଟିକିଲ୍ ୩୭0
ଆର୍ଟିକିଲ୍ ୩୭0
★★★★★

© Srinibas Mahalik

Abstract Inspirational Others

1 Minutes   14.1K    9


Content Ranking

ହେ ଦାମୋଦର ନରେନ୍ଦ୍ର ମୋଦୀ

ଥ୍ରୀ ସେଭେଣ୍ଟିକୁ ଉଠାଅ ଯଲ୍ଦି ।

ଉଠାଇଲା ପରେ କାଶ୍ମୀର ଯିବୁ

କାଶ୍ମୀର ଯାଇ ବାସ କରିବୁ ।

ବାସ କଲାପରେ ହିନ୍ଦୁ ସଂଖ୍ୟାକୁ

ଯଥା ଶୀଘ୍ର ସେଠି ବଢାଇ ଦେବୁ ।

ବଢ଼ିଗଲେ ପାକ୍ ସମର୍ଥକଙ୍କୁ

ପଠେଇବୁ ତାଙ୍କ ପାକିସ୍ତାନକୁ ।

ନଗଲେ ସେମାନେ ଆମରି ହସ୍ତେ

ବଳି ପଡ଼ିଯିବେ କବର ଗାତେ ।

କବର ଗାତକୁ ସେମାନେ ଗଲେ

ଟେକା ଫିଙ୍ଗା ଫିଙ୍ଗି ହେବନି ଭଲେ ।

ନଥିବ ବି ଆଉ ଗୁଳିର ଶବ୍ଦ

ହେବନି ବି ଆଉ ନିଇତି ଯୁଦ୍ଧ ।

କାଶ୍ମୀର ପାଇବ ଅଶାନ୍ତ ମୁକ୍ତି

ଫେରିବ ନିଶ୍ଚିତ ସେଠାକୁ ଶାନ୍ତି ।

ମୁକ୍ତି ଶାନ୍ତି କାଶ୍ମୀର

Rate the content


Originality
Flow
Language
Cover design

Comments

Post


Some text some message..