Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sasmita Acharya

Others

2  

Sasmita Acharya

Others

ମୁଁ ତ ମାଗିନି ତୁମକୁ

ମୁଁ ତ ମାଗିନି ତୁମକୁ

1 min
6.5K


ମୁଁ ତ ମାଗିନି ତୁମକୁ

ସ୍ଵର୍ଗର ପାରିଜାତ

ଆକାଶର ରୂପା ଜହ୍ନ

ରାଜ ଉଆସର ଚକ୍ ମକ୍

ହୀରା ମୋତିର ସମ୍ଭାର……||

ଖଣ୍ଡେ ବାର ହାତି ସୂତା ଶାଢୀ

ମଥାର ସୀମନ୍ତରେ ତୁମ ପରିଚୟ

ହାତରେ ଦୁଇ ପଟ ଶଙ୍ଖା

ଆଉ ତୁମ ହୃଦୟ ଖୋଲା

ପ୍ରେମ ଟିକକକୁ ତ

ମୋ ଆୟୁଷ ନିଅଣ୍ଟ ……||

ମୁଁ ସିନା କହିଦେଲି

ମୋ ହୃଦୟର କଥା

ଏତେ ସହଜରେ

ହେଲେ ତୁମେ

ବୁଝି ପାରିଲେ ହେଲା……||


Rate this content
Log in