Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁଁ ତ ମାଗିନି ତୁମକୁ
ମୁଁ ତ ମାଗିନି ତୁମକୁ
★★★★★

© Sasmita Acharya

Others

1 Minutes   6.5K    9


Content Ranking

ମୁଁ ତ ମାଗିନି ତୁମକୁ

ସ୍ଵର୍ଗର ପାରିଜାତ

ଆକାଶର ରୂପା ଜହ୍ନ

ରାଜ ଉଆସର ଚକ୍ ମକ୍

ହୀରା ମୋତିର ସମ୍ଭାର……||

ଖଣ୍ଡେ ବାର ହାତି ସୂତା ଶାଢୀ

ମଥାର ସୀମନ୍ତରେ ତୁମ ପରିଚୟ

ହାତରେ ଦୁଇ ପଟ ଶଙ୍ଖା

ଆଉ ତୁମ ହୃଦୟ ଖୋଲା

ପ୍ରେମ ଟିକକକୁ ତ

ମୋ ଆୟୁଷ ନିଅଣ୍ଟ ……||

ମୁଁ ସିନା କହିଦେଲି

ମୋ ହୃଦୟର କଥା

ଏତେ ସହଜରେ

ହେଲେ ତୁମେ

ବୁଝି ପାରିଲେ ହେଲା……||

ପାରିଜାତ ଜହ୍ନ ଶାଢୀ

Rate the content


Originality
Flow
Language
Cover design

Comments

Post

Some text some message..